ପୋଷ୍ଟମର୍ଟମ ପାଇଁ ଯିବାକୁ ପଡୁଛି 70 କିମି, ମୃତ୍ୟୁଠୁ ବଳି ପଡୁଛି ଶବ ବ୍ୟବଚ୍ଛେଦ ଯନ୍ତ୍ରଣା

ETVBHARAT 2025-12-04

Views 3

ଜରାଜୀର୍ଣ୍ଣ ଅବସ୍ଥାରେ ତେଲକୋଇ ବ୍ୟବଚ୍ଛେଦ ଗୃହ । ସେବା ସମ୍ପୂର୍ଣ୍ଣ ଠପ୍ । ବ୍ୟବଚ୍ଛେଦ ପାଇଁ ଯିବାକୁ ପଡୁଛି କେନ୍ଦୁଝର । ନୂତନ ଗୃହ ନିର୍ମାଣ ପାଇଁ ଦାବି ।

Share This Video


Download

  
Report form
RELATED VIDEOS