ଉଦଳା ଗଣଦୁଷ୍କର୍ମ ଘଟଣା, ପ୍ରତିଶୋଧ ପାଇଁ ରଚିଥିଲେ ମିଛ ନାଟକ

ETVBHARAT 2025-09-01

Views 74

ଉଦଳା ଥାନା ଅଞ୍ଚଳରେ ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ନୂଆ ମୋଡ । ମିଛ ଅଭିଯୋଗ କରିଥିବା ସ୍ବୀକାର କରିଛନ୍ତି ଯୁବତୀ ।

Share This Video


Download

  
Report form
RELATED VIDEOS