ବାଲକୋନି ଭାଙ୍ଗି ମୃତ୍ୟୁ ଘଟଣା; ତଦନ୍ତ ପାଇଁ କମିଟି ଗଠନ, 24 ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ETVBHARAT 2025-11-09

Views 0

କଟକ ମଣିସାହୁ ଛକରେ ବାଲକୋନି ଭାଙ୍ଗି 3 ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ 4 ଜଣିଆ କମିଟି । ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

Share This Video


Download

  
Report form
RELATED VIDEOS