ହ୍ୟୁଜ ଇଣ୍ଡିଆ 200 କୋଟି ଠକେଇ ମାମଲା, ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ETVBHARAT 2025-09-01

Views 7

କଟକ ହ୍ୟୁଜ୍ ଇଣ୍ଡିଆ ଠକେଇ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ । 5 ଦିନିଆ ରିମାଣ୍ଡରେ ଆଣିବ ପୋଲିସ ।

Share This Video


Download

  
Report form
RELATED VIDEOS