ଦେବଦୂତ ସାଜିଲେ ବାୟୁବୀର; 20 ଘଣ୍ଟା ପରେ ଉଦ୍ଧାର ହେଲେ ସାବେରୀ ନଦୀରେ ଫସିଥିବା ବ୍ୟକ୍ତି

ETVBHARAT 2025-09-02

Views 18

ସାବେରୀ ନଦୀରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ହେଲିକପ୍ଟର । ସାବେରୀ ନଦୀରେ ୨୦ ଘଣ୍ଟା ଧରି ଫସିଥିଲେ ଶ୍ରମିକ । ହେଲିକପ୍ଟର ଯୋଗେ ଉଦ୍ଧାର କଲା ସିଆରପିଏଫ ।

Share This Video


Download

  
Report form
RELATED VIDEOS