ନାବାଳିକାଙ୍କୁ ଫସେଇ ବିବାହ ପରେ ପ୍ରତାରଣା: ବିଶାଖାପାଟଣାରୁ ଗିରଫ ହେଲେ ଫେରାର ଏସଆଇ

ETVBHARAT 2025-08-21

Views 0

ଶେଷରେ ବନ୍ଧାହେଲେ ପୋଲିସ ଏସଆଇ । ଫେରାର ଥିବା ଦର୍ଶାଇ ତାଙ୍କୁ ଗିରଫ କରିନ ଥିଲା ଜଗତ୍‌ସିଂହପୁର ପୋଲିସ । ଗତକାଲି ତାଙ୍କୁ ବିଶାଖାପାଟଣାରୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

Share This Video


Download

  
Report form
RELATED VIDEOS