ବାଲେଶ୍ୱର ବଢ଼ୁଛି ଅପରାଧିକ କାର୍ଯ୍ୟକଳାପ, ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଡକାୟତ

ETVBHARAT 2025-09-10

Views 6

ଦୁଇମାସ ଭିତରେ ବାଲେଶ୍ୱର ଜିଲ୍ଲାରେ ବଢ଼ୁଛି ଅପରାଧିକ କାର୍ଯ୍ୟକଳାପ । ଖଇରାରେ ୧୦ରୁ ଉର୍ଦ୍ଧ୍ଵ ଚୋରି । ପୋଲିସ ପଦକ୍ଷେପକୁ ଅପେକ୍ଷା ।

Share This Video


Download

  
Report form
RELATED VIDEOS