ରିପୋର୍ଟର ଅବତାରରେ କନକ ବର୍ଦ୍ଧନ, ବୁମ୍‌ ଧରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କୁ କଲେ ପ୍ରଶ୍ନ

ETVBHARAT 2025-09-18

Views 55

ବିଧାନସଭା ପରିସରରେ ଚାଲିଥିଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ହଠାତ୍‌ ସାମ୍ବାଦିକ ସାଜି ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ଉପମୁଖ୍ୟମନ୍ତ୍ରୀ ।

Share This Video


Download

  
Report form
RELATED VIDEOS