300 ଲୋକଙ୍କ ଜୀବନରେଖା ପାଲଟିଛି କାଠପୋଲ; ସ୍ୱାଧୀନତାକୁ 78 ବର୍ଷ ପରେ ବି ବ୍ରିଜ୍ ସ୍ୱପ୍ନ, ପୂର୍ବ ସରକାରଙ୍କ ପ୍ରତିଶୃତି ପାଲଟିଲା ପାଣିର ଗାର

ETVBHARAT 2025-09-20

Views 11

ବର୍ଷ ବର୍ଷ ଧରି ଚାଲିଥିବା ବିପଦପୂର୍ଣ୍ଣ ଯାତାୟତରୁ ନିସ୍ତାର ପାଇବା ପାଇଁ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି ।

Share This Video


Download

  
Report form
RELATED VIDEOS