ମିଳିଲା ହଜିଲା ଝିଅର ଠିକଣା, ୧୪ ବର୍ଷ ପରେ ଘରକୁ ବାହୁଡ଼ିଲେ ଲକ୍ଷ୍ମୀ

ETVBHARAT 2025-01-19

Views 2

୧୪ ବର୍ଷ ହେଲା ନିଖୋଜ ଥିବା ଆସାମର ଲକ୍ଷ୍ମୀ ମୁନି ଶେଷରେ ନିଜ ଠିକଣା ପାଇଛନ୍ତି । ତାଙ୍କୁ ଝାରସୁଗୁଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇ ମିଶନ ଆଶ୍ରା-୨ରେ ଭର୍ତ୍ତି କରାଯାଇଥିଲା ।

Share This Video


Download

  
Report form
RELATED VIDEOS