Cyclone Update: ୨୭ରେ ଆସୁଛି ବାତ୍ୟା 'ମୋନ୍ଥା', 30 ଜିଲ୍ଲାରେ ବର୍ଷା ଆଲର୍ଟ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ETVBHARAT 2025-10-24

Views 36

ଆସନ୍ତା 27 ତାରିଖରେ ବାତ୍ୟା ମୋନ୍ଥା ସୃଷ୍ଟି ନେଇ ଆଇଏମଡିର ପୂର୍ବାନୁମାନ । ମୁକାବିଲା ପାଇଁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ।

Share This Video


Download

  
Report form
RELATED VIDEOS