ବୁଲା କୁକୁର ବଢ଼ିବା ସହ ବଢୁଛି କୁକୁର କାମୁଡ଼ା; ମୁକାବିଲା ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

ETVBHARAT 2025-10-26

Views 0

ରାଜଧାନୀରେ ବୁଲା କୁକୁରଙ୍କ ସଂଖ୍ୟା ପାଖାପଖି 47 ହଜାର। ଗୋଟିଏ ଦିନରେ ପାଖାପାଖି 100 କୁକୁର କାମୁଡ଼ାରେ ଆକ୍ରାନ୍ତ ରୋଗୀ କ୍ୟାପିଟାଲ ହସ୍‌ପିଟାଲ ଆସୁଛନ୍ତି।

Share This Video


Download

  
Report form
RELATED VIDEOS