ପୁରୀ ଚନ୍ଦନପୁରରେ ଲଜ୍ଜା; ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଗିରଫ୍

ETVBHARAT 2025-10-25

Views 3

ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗେଡୁ ଓରଫ ଆଲୋକ ଭୋଇ ଏବଂ ମୁନା ଓରଫ ପବିତ୍ର ଭୋଇ।

Share This Video


Download

  
Report form
RELATED VIDEOS