ବର୍ଷା ସତ୍ତ୍ୱେ ଛଟ୍ ପାଳିଲେ ବ୍ରତଧାରୀ; ଏହି ପର୍ବ ସମ୍ରଦାୟିକ ସମନ୍ୱୟର ପ୍ରତୀକ କହିଲେ ମୁଖ୍ୟମନ୍ତ୍ରୀ

ETVBHARAT 2025-10-28

Views 3

ଭୁବନେଶ୍ୱର କୁଆଖାଇ ନଦୀ କୂଳରେ ଆନନ୍ଦର ସହ ଛଟ ପୂଜା ପାଳିଲେ ବ୍ରତଧାରୀ । ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ଏହା ଶୁଦ୍ଧତା ଓ ବିଶ୍ୱାସର ପର୍ଵ ।

Share This Video


Download

  
Report form
RELATED VIDEOS