ନୂଆପଡା ଫାଇଟ୍; ଭୋଟ ଦେଲେ ଜୟ ଢୋଲକିଆ, କହିଲେ 'ବାପାଙ୍କ ଭଳି ଲୋକଙ୍କ ସେବା କରିବି'

ETVBHARAT 2025-11-11

Views 43

ନୂଆପଡା ଉପ ନିର୍ବାଚନରେ ଭୋଟ୍‌ ଦେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । 66 ନମ୍ବର ବୁଥରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

Share This Video


Download

  
Report form
RELATED VIDEOS