ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର; ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

ETVBHARAT 2025-11-21

Views 12

ମେରାଇନ ଥାନାକୁ ଏବେ ଆକ୍ଟିଭ କରାଯାଇଛି। ମେରାଇନ ଥାନାର ଯେଉଁ ଷ୍ଟାଫ ଅଛନ୍ତି, ତାସହ ସ୍ଥାନୀୟ ଅଞ୍ଚଳବାସିନ୍ଦା, ମତ୍ସ୍ୟଜୀବୀ ସମୁଦାୟଙ୍କୁ ନେଇକି ମେରାଇନ ଥାନା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Share This Video


Download

  
Report form
RELATED VIDEOS