କଲେଜ କ୍ୟାମ୍ପସରେ ବୁଲା ଗାଈଗୋରୁ ଓ କୁକୁରଙ୍କ ଉପରେ ନଜର; ତଡିବେ ନା ଯତ୍ନ ନେବେ ! ଦ୍ବନ୍ଦରେ କର୍ତ୍ତୃପକ୍ଷ

ETVBHARAT 2025-12-14

Views 4

କଲେଜକୁ ବୁଲା କୁକୁର ଓ ଗାଈ ପ୍ରବେଶ ରୋକିବା ପାଇଁ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । ଶିକ୍ଷାନୁଷ୍ଠାନରେ ପ୍ରାଣୀ କଲ୍ୟାଣ ସମାଜ ପ୍ରତିଷ୍ଠା କରିବାକୁ UGCର ନିର୍ଦ୍ଦେଶ ।

Share This Video


Download

  
Report form
RELATED VIDEOS