Rain Alert: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଭିଜିବ ଗଣେଶ ପୂଜା-ନୂଆଁଖାଇ

ETVBHARAT 2025-08-26

Views 0

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । 31 ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ଲାଗି ରହିବ ।

Share This Video


Download

  
Report form
RELATED VIDEOS