ପୁରୀରେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼, ସୁରକ୍ଷା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ETVBHARAT 2025-12-10

Views 4

ପର୍ଯ୍ୟଟନ ଋତୁରେ ପୁରୀକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ।

Share This Video


Download

  
Report form
RELATED VIDEOS