ରେଶମ ସହରରେ ଘିଅ-କାଜୁ ପିସ୍ତା ଧନୁ ମୁଆଁର କ୍ରେଜ୍, ବିଦେଶରେ ବି ଢେର୍‌ ଚାହିଦା

ETVBHARAT 2025-12-16

Views 132

ପୂର୍ବରୁ ଲିଆ ସହିତ ଚିନି କିମ୍ୱା ଗୁଡକୁ ପାଗରୁ ଧନୁ ମୁଆଁ ତିଆରି ହେଉଥିଲା । ଏବେ ଦେଶୀ ଘିଅରେ ପ୍ରସ୍ତୁତ ମୁଆଁର ଚାହିଦା ଅଧିକ ରହିଛି ।

Share This Video


Download

  
Report form
RELATED VIDEOS