ଦହିବରା ଖାଇ 50ରୁ ଊର୍ଦ୍ଧ୍ବ ଅସୁସ୍ଥ, ଗବଜୋରରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌

ETVBHARAT 2025-12-19

Views 60

ଦହିବରା ଖାଇ ବୌଦ୍ଧ ଜିଲ୍ଲାର ଗବଜୋର ଗାଁର 50ରୁ ଊର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର 8ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share This Video


Download

  
Report form
RELATED VIDEOS