ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌

ETVBHARAT 2026-01-09

Views 3

ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତିନା ପଞ୍ଚାୟତରେ । ଏଣ୍ଡୁଳାପୁର ଗ୍ରାମରେ ଭୋଜି ଖାଇ 80ରୁ 100 ଲୋକ ଅସୁସ୍ଥ ହୋଇଛନ୍ତି ।

Share This Video


Download

  
Report form
RELATED VIDEOS