କ୍ରିକେଟ ଏନସାଇକ୍ଲୋପେଡିଆ କେଶବ: ତାଙ୍କ ଡାଏରୀ 5 ଦଶନ୍ଧିର କ୍ରିକେଟ ମ୍ୟାଚ ଟିକନିକ ତଥ୍ୟର ମୁକସାକ୍ଷୀ

ETVBHARAT 2025-12-23

Views 0

1970ରୁ 2025, ଟେଷ୍ଟ ମ୍ୟାଚରୁ ଆଇପିଏଲ, 55 ବର୍ଷ ଧରି ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚର ସ୍କୋର ଓ ରେକର୍ଡ ଡାଏରୀରେ ଲେଖି ରଖିଛନ୍ତି କଟକର 94 ବର୍ଷୀୟ କେଶବ ଚନ୍ଦ୍ର ଦାଶ ।

Share This Video


Download

  
Report form
RELATED VIDEOS