କ୍ରିକେଟ ଏନସାଇକ୍ଲୋପେଡିଆ କେଶବ: 5 ଦଶନ୍ଧି ଧରି କ୍ରିକେଟ ମ୍ୟାଚ ବଲ୍ ଟୁ ବଲ୍ ତଥ୍ୟ ଡାଏରୀରେ ଲେଖିଛନ୍ତି

ETVBHARAT 2025-12-22

Views 43

1970ରୁ 2025, ଟେଷ୍ଟ ମ୍ୟାଚରୁ ଆଇପିଏଲ, 55 ବର୍ଷ ଧରି ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚର ସ୍କୋର ଓ ରେକର୍ଡ ଡାଏରୀରେ ଲେଖି ରଖିଛନ୍ତି କଟକର 94 ବର୍ଷୀୟ କେଶବ ଚନ୍ଦ୍ର ଦାଶ ।

Share This Video


Download

  
Report form
RELATED VIDEOS