ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ତୃତୀୟ ଅଧ୍ୟାପକ ବହିଷ୍କୃତ; 20 ବର୍ଷ ପରେ ଧରାପଡିଲା କଳାକାରନାମା

ETVBHARAT 2025-11-02

Views 8

ବାଲିକୁଦା କଲେଜ ଅଧ୍ୟାପକଙ୍କ କାରନାମା । ଜାଲ ସାର୍ଟିଫିକେଟ ଦେଇ 47 ବର୍ଷ ବୟସରେ କରିଥିଲେ ଚାକିରୀ  । କଲେଜ ଗଭର୍ଣ୍ଣିଙ୍ଗ ବଡିର ସଭାପତି ଭାବେ ଉପଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

Share This Video


Download

  
Report form
RELATED VIDEOS