ତିନି ଝିଆରୀ କାକାଙ୍କ ଶେଷକୃତ୍ୟ କରିବା ପରେ ତେଜିଲା ବିବାଦ: ସମାଧାନ ପାଇଁ ହସ୍ତକ୍ଷେପ କଲେ ଜିଲ୍ଲାପାଳ

ETVBHARAT 2025-11-06

Views 7

ଶବସତ୍କାର କରିଥିବା ତିନିଝିଆରୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବା ପାଇଁ କ୍ଷେତ୍ରୀୟ ପାଇକ ସମାଜ ଧମକ ଦେଇଥିବା ପୂର୍ଣ୍ଣଚନ୍ଦ୍ର ଦଳେଇ ଅଭିଯୋଗ କରିଛନ୍ତି । କ୍ଷେତ୍ରୀୟ ପାଇକ ସମାଜ ଏହାକୁ ଖଣ୍ଡନ କରିଛି ।

Share This Video


Download

  
Report form
RELATED VIDEOS