ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆଗାମୀ 24 ଘଣ୍ଟାରେ 4 ଜିଲ୍ଲାରେ ଛେଚିବ

ETVBHARAT 2025-07-06

Views 1

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଝଡ଼ବର୍ଷାକୁ ନେଇ ରେଡ୍ ୱର୍ଣ୍ଣିଂ ଜାରି କରାଯାଇଛି।

Share This Video


Download

  
Report form
RELATED VIDEOS